ସରକାରୀ ଡିପ୍ଲୋମାର ଆଦର୍ଶ ବ୍ୟକ୍ତିତ୍ୱ

sss କ୍ରମିକ ବିଦ୍ୟାର୍ଥୀ ନାମ ଅନୁଷ୍ଠାନ ନାମ ଶାଖା ଉତ୍ତୀର୍ଣ ବର୍ଷ କମ୍ପାନୀ ଦରମା ଫଟୋ
1 ରାଜେଶ ଦାସ ବି.ପି. ଏଫ.ଟି.ଆଇ.ଓ, କଟକ ଚଳଚିତ୍ର ଏବଂ ଭିଡିଓ ସମ୍ପାଦନା ୨୦୦୫ ଫିଲ୍ମ ଏଡିଟର, ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ୬,୦୦,୦୦୦/- ରୁ ୭,୦୦,୦୦୦/- ବାର୍ଷିକ
2 ଶିବୁ ପୃଷ୍ଟି ବି.ପି. ଏଫ.ଟି.ଆଇ.ଓ, କଟକ ଚଳଚିତ୍ର ବିଦ୍ୟା ୨୦୦୩ ନିଜର ପ୍ରଡକ୍ସନ ୫,୦୦,୦୦୦/- ରୁ ୮,୦୦,୦୦୦/- ବାର୍ଷିକ
3 ରଶ୍ମି ରଞ୍ଜନ ଦାଶ ବି.ପି. ଏଫ.ଟି.ଆଇ.ଓ, କଟକ ଧ୍ୱନି ଏବଂ ଟି.ଭି. ଇଞ୍ଜିନିୟରିଂ ୨୦୦୩ ନିଜର ପୋଷ୍ଟ ପ୍ରଡକ୍ସନ ସାଉଣ୍ଡ ମିକ୍ସିଙ୍ଗ ସ୍ଟୁଡ଼ିଓ (ମିଳନ ସ୍ଟୁଡ଼ିଓ, କଟକ) ୮,୦୦,୦୦୦/- ରୁ ୧୦,୦୦,୦୦୦ /- ବାର୍ଷିକ
4 ଦେବେଶ ମହାନ୍ତି ବି.ପି. ଏଫ.ଟି.ଆଇ.ଓ, କଟକ ଚଳଚିତ୍ର ଏବଂ ଭିଡିଓ ସମ୍ପାଦନା ୨୦୦୩ ଭିଡ଼ିଓ ଏଡିଟର, ସି.ଏନ.ଏନ ନିୟୁଜ ୧୮, ମୁମ୍ବାଇ, ପ୍ରିନସିପାଲ ୧୦,୦୦,୦୦୦/- ବାର୍ଷିକ
5 ସମୀର କୁମାର ପାତ୍ର ବି.ପି. ଏଫ.ଟି.ଆଇ.ଓ, କଟକ ଧ୍ୱନି ଏବଂ ଟି.ଭି. ଇଞ୍ଜିନିୟରିଂ ୨୦୦୦ ଅଡିଓଗ୍ରାଫେର ଏବଂ ସାଉଣ୍ଡ ଡିଜାଇନର, ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରି ୮,୦୦,୦୦୦/- ରୁ ୧୦,୦୦,୦୦୦/- ବାର୍ଷିକ
6 ଚନ୍ଦ୍ର ଶେଖର ରଥ ବି.ପି. ଏଫ.ଟି.ଆଇ.ଓ, କଟକ ଚଳଚିତ୍ର ବିଦ୍ୟା ୧୯୯୭ ନିଜର ପ୍ରଡକସନ୍, ରାଜଲକ୍ମି ପ୍ରଡକସନ୍, ମୁମ୍ବାଇ (ସିନେମୋଟୋଗ୍ରାଫେର) ୧୫,୦୦,୦୦୦/- ରୁ ୨୦,୦୦,୦୦୦/- ବାର୍ଷିକ